ବିରୋଧୀ କୁ ଉତ୍ତର । ଗୁଆ,ଚାଉଳର…

 

        

                   ବିରୋଧୀ କୁ ଉତ୍ତର ।

ଗତ କିଛି ଦିନ ହେବ ବିରୋଧୀମାନେ ଏକ ସ୍ଲୋଗାନ ଦେଇ ଆସୁଛନ୍ତି ଯେ  ଅରପଣ ରଥରୁ ମିଳିଥିବା ଚାଉଳ ଏବଂ ଗୁଆ ଜଗନ୍ନାଥ ମହାପ୍ର୍ରଭୁ ପାଇଁ ଉପଯୋଗୀ ହୋଇନାହିଁ ? ଏହାର ଉତ୍ତରରେ ମହାସୁଆର ନିଯୋଗର ଅଧ୍ୟକ୍ଷ ଶ୍ରୀ ପଦ୍ମନାଥ ମହାସୁଆର ଏବଂ ସମ୍ପାଦକ ନାରାୟଣ ମହାସୁଆର ଏହି ସୂଚନା ଦେଇଛନ୍ତି ଯେ ସମସ୍ତ  ଚାଉଳ ଏବଂ ଗୁଆ  ଜଗନ୍ନାଥଙ୍କ  କାର୍ଯ୍ୟରେ ବ୍ୟବହୃତ ହେବ। 

 ସେ କହିଛନ୍ତୀ ଯେ  ଅର୍ପାଣ ରସରୁ ମିଳିଥିବା ସମସ୍ତ ଚାଉଳ ଏବଂ ସମସ୍ତ ଗୁଆ ଶ୍ରୀ ଜଗନ୍ନାଥ ଙ୍କ କାର୍ଯ୍ୟରେ ବ୍ୟବହୃତ ହେବ। ସେହି ଚାଉଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ସଂଗ୍ରହ କରାଯାଇଛି, ସେଥିପାଇଁ ସେହି ଚାଉଳ ବିଭିନ୍ନ ପ୍ରକାରର, ତେଣୁ ଭିନ୍ନ କିଷମର ଚାଉଳ କୁ ଅଲଗା କରାଜିବ, ଏହା ପରେ ଏହି ଚାଉଳ କୁ ଯଥା ସମ୍ଭବ ମହାପ୍ର୍ରଭୁଙ୍କ କାର୍ଯ୍ୟରେ ବ୍ୟବହୃତ ହେବ ।
 ଯେପରି କିଛି ଚାଉଳରୁ ଖିଚୁଡୀ ତିଆରି ହେବ ଏବଂ ଏଥିରୁ କିଛି ମହାପ୍ରସାଦର ପିଠା ହେବ ଏବଂ କିଛି ମହାପ୍ର୍ରଭୁଙ୍କ  ରଙ୍ଗୋଲିଙ୍କ କାର୍ଯ୍ୟରେ ବ୍ୟବହୃତ ହେବ ଏବଂ ମିଳିଥିବା ସମସ୍ତ ଗୁଆକୁ ବିଡିଆପାନ କାମରେ ଲଗାଯିବ ।
 ମାନ୍ୟବର ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନଙ୍କ ଦ୍ୱାରା ଓଡ଼ିଶାର ବିଭିର୍ନ ଅନ୍ଚଳରୁ ସଂଗ୍ରହ ହୋଇଥିବା ଚାଉଳ ଏବଂ ଗୁଆ କାମ କୁ ମନ୍ଦୀର ପ୍ରସାସନ ପ୍ରସଂଶା କରିଛି ।
ଏହି ପରି ଓଡିଶା ଓ ଓଡିଶା ସରକାରଙ୍କ ଆପଡେଟ୍ ଖବର ପାଇବା ପାଇଁ ଆମ WHATSAPP CHANEL FOLLOW କରନ୍ତୁ।

AVvXsEhwvpwnqtSYbWe2RkiQo2RD GNRBYAsrioT1hh djFiWbW5odQyNPHi3g4fQkRkVfJEhZ4WrlIC45DlAxNIkd1GXWnMiTkBQmbLiKn0Wh80ocba5oBK14QsdiI Pc3Thc6DZTwzFwj2UeAUtBI aa7fDXy9Cz9i3K7 XvSA9sweVN11GRYC1fNhl6NESATS ବିରୋଧୀ କୁ ଉତ୍ତର । ଗୁଆ,ଚାଉଳର...

                            FOLLOW

Leave a Comment